କ୍ୟାପିଟାଲ ହସ୍ପିଟାଲରେ ମାଡୁଛି କରୋନା

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ମାଡ଼ିଚାଲିଛି କରୋନା। ବହୁ ବିଭାଗରେ ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ଆକ୍ରାନ୍ତ ହୋଇଗଲେଣି। ବର୍ତ୍ତମାନ ସୁଦ୍ଧା ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ମିଶାଇ ୨୮ରୁ ଅଧିକ କରୋନା ସଂକ୍ରମିତ ‌ହୋଇସାରିଲେଣି। କେତେକ ଗୁରୁତ୍ବପୂର୍ଣ୍ଣ ବିଭାଗର ଡାକ୍ତର ଓ କର୍ମଚାରୀମାନେ ଅଧିକ ସଂଖ୍ୟ‌ାରେ ସଂକ୍ରମିତ ହୋଇଛନ୍ତି। ସଂକ୍ରମିତମାନେ ସଙ୍ଗରୋଧରେ ରହୁଥିବାରୁ ଏଣିକି ରୋଗୀ ସେବା ବାଧାପ୍ରାପ୍ତ ହେବା ଆଶଙ୍କା ଉପୁଜିଛି।ତେବେ ଏବାବଦରେ କ୍ୟାପିଟା‌ଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ … Continue reading କ୍ୟାପିଟାଲ ହସ୍ପିଟାଲରେ ମାଡୁଛି କରୋନା